ନୟାଗଡ଼ ଭାଁପୁରରେ ମହାଦୁର୍ନୀତି । ଜାଲ ଦସ୍ତଖତ କରି ୮୦ କୋଟି ଟଙ୍କା ଚଳୁ । କାମ ହୋଇନି, ହେଲେ ଆସିଛି ବିଲ୍ । ପ୍ରମାଣ ମିଳିବା ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ପାୱାରଫୁଲ ବିଜେଡ଼ି ନେତା ଗୟାଧର ପରିଡ଼ାଙ୍କ ନାମରେ ।
#Nayagarh #bhanpur #Corruption #fakesignatures #allegations #BJD #GayadharParida #ArgusNews